ମାଟ୍ରିକରେ କପି: ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ସହିତ ୫ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ବର୍ତ୍ତମାନ ଦଶମ ପରୀକ୍ଷା ଚାଲିଥିବା ବେଳେ ଅବ୍ୟବସ୍ଥା ଅଭିଯୋଗରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ସହିତ ୫ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। କଣ୍ଟାବାଞ୍ଝି ବ୍ଲକ ଅନ୍ତର୍ଗତ ମୁରିବାହାଲ ହଳଦୀ ହାଇସ୍କୁଲରେ ଦଶମ ପରୀକ୍ଷାରେ କପି ସହ ଅବ୍ୟବସ୍ଥା ଅଭିଯୋଗ ହୋଇଥିଲା। ଘଟଣାରେ ଉପଜିଲାପାଳ ପରୀକ୍ଷାରେ ଅନିୟମିତତା ରିପୋର୍ଟ ଦେଇଥିଲେ। ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।













Click it and Unblock the Notifications