ଫେବୃଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା
Matric Exam 2024: ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ଯାହା ମାର୍ଚ୍ଚ ୬ ତାରିଖରେ ଶେଷ ହେବା ନେଇ ସୂଚନା ରହିଛି । ପ୍ରଥମ ଦିନ ଅର୍ଥାତ୍ ୨୧ ଫେବୃଆରୀରେ ମାତୃଭାଷାର ପରୀକ୍ଷା ହେବ । ସେହିପରି ୨୪ ଫେବୃଆରୀରେ ଇଂରାଜୀ ପରୀକ୍ଷା, ଫେବୃଆରୀରେ ୨୫ରେ ତୃତୀୟ ଭାଷା ପ୍ରାକ୍ଟିକାଲ, ୨୭ ଫେବୃଆରୀରେ ଗଣିତ ପରୀକ୍ଷା ହେବା ।

ସେହିପରି ମାର୍ଚ୍ଚ ୧ ତାରିଖରେ ବିଜ୍ଞାନ ପରୀକ୍ଷା ହେବ, ୩ ମାର୍ଚ୍ଚରେ ସାମାଜିକ ବିଜ୍ଞାନ ଏବଂ ଶେଷ ଦିନ ମାର୍ଚ୍ଚ ୬ ତାରିଖରେ ତୃତୀୟ ଭାଷା ଯଥା ହିନ୍ଦୀ କିମ୍ବା ସଂସ୍କୃତ ପରୀକ୍ଷା ହେବା ନେଇ ସୂଚନା ରହିଛି ।












Click it and Unblock the Notifications