ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ତ

Odisha News: ବ୍ରହ୍ମପୁର ସିଟି ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ତ । ସିଟି ଡାକ୍ତରଖାନା ନୂତନ ବହିଃବିଭାଗ କେନ୍ଦ୍ର ପ୍ରଥମ ମହଲାରେ ନିଆଁ ଲାଗିଥିବା ନେଇ ସୂଚନା ରହିଛି । ପ୍ରଥମ ମହଲାରେ ଥିବା ଇଣ୍ଟରନେଟ୍ ସର୍ଭର ଓ କିଛି ବ୍ୟାଟେରୀରେ ପ୍ରଥମେ ନିଆଁ ଲାଗିଥିଲା । ଯାହା ପରେ ଓପିଡି ବନ୍ଦ ହୋଇଥିବା ବେଳେ ପ୍ରଥମ ମହଲାରୁ ଧୂଆଁ ବାହାରୁଥିବା ଦେଖିଥିଲେ ସିକ୍ୟୁରିଟି ଗାର୍ଡ ।

brahmapur city hospital

ଯାହାପରେ ନିଆଁ ବଢିବାରେ ଲାଗିଥିଲା । ପରେ ହସ୍ପିଟାଲରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ୱାରା ନିଆଁ ଆୟତ୍ତ କରାଯାଇଥିଲା ଏବଂ ପରେ ଅଗ୍ନିଶମ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ତ ଘଟିଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+