ଓଡିଶାରେ ବଡ ଧରଣର ସିବିଆଇ ରେଡ; ୬୭ଟିସ୍ଥାନରେ ସିବିଆଇ ରେଡ

ଓଡିଶାରେ ବଡ ଧରଣର ସିବିଆଇ ରେଡ କରାଯାଇଛି । ୬୭ଟିସ୍ଥାନରେ ସିବିଆଇ ରେଡ ହୋଇଛି । ସାର୍ଟିଫିକେଟ ନେଇ ୬୩ ଜଣ ଆଶାୟୀ ଅଭିଯୋଗ କରିଥିଲେ ।

ନୁଆପଡା ରାୟଗଡା କନ୍ଧମାଳ ନବରଙ୍ଗପୁର କେନ୍ଦୁଝର ଭଦ୍ରକ ବାଲେଶ୍ୱର ରେ ଏହି ରେଡ ଜାରି ରହିଛି । ସୁଚନା ଅନୁଯାୟୀ ୧୩୮୨ଟି ଗ୍ରାମିଣ ଡାକ ସେବକ ପୋଷ୍ଟରେ ଅନିୟମିତତା କରାଯାଇଥିଲା । ଆଜି .ପ୍ରାୟ ସକାଳ ସମୟରେ ଆରମ୍ଭ ହୋଇଛି ଏହି ରେଡ । ଏହି ରେଡରେ ପାଖାପାଖି ୩୦ ରୁ ଅଧିକ ଗାଡି ବ୍ୟବହାର କରାଯାଇଛି । ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏହି ରେଡ ଜାରି ରହିଛି । ଗତକାଲି ଠାରୁ ଏହି ରେଡ ଜାରି ରହିଥିବା ବେଳେ ୨୭ଜାନୁୟାରୀ ୨୦୨୩ରେ ବାହାରିଥିଲା ଏହି ସବୁ ପୋଷ୍ଟ । ଏଥିରେ କୈାଣସି ରୈାଜନୈତିକ ଲିଙ୍କ ରହିଥିବା ନେଇ ସନ୍ଦେହ କରାଯାଇ ଯାଂଚ ଆରମ୍ଭ କରାଯାଇଛି ।

CBI raid in Odisha

ସେହି ଅଭିଯୋଗ ଆଧାରରେ ତନାଘନା କରୁଛି ସିବିଆଇ । ଡାକ ବିଭାଗ ନିଯୁକ୍ତି ପ୍ରକ୍ରିୟାରେ ଅନିୁୟମିତତା ହୋଇଥିବା ଅଭିଯୋଗ ହୋଇଥିଲ । । ବାଲେଶ୍ୱର ମୟୁରଭଂଜ କଳାହାଣି ବ୍ରହ୍ମପୁରରେ ଏଭଳି ଜାଲ ସାର୍ଟିଫିକେଟ ନେଇ ହୋଇଥିଲା ଅଭିଯୋଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+