Get Updates
Get notified of breaking news, exclusive insights, and must-see stories!

ଭୁଶୁଡ଼ିଲା ମାର୍କେଟ କମ୍ପେ୍ଲକ୍ସ ଛାତ,୪ ଜଣ ଚାପି ହୋଇ ରହିଥିବା ଆଶଙ୍କା

ଭୁଶୁଡ଼ିଲା ମାର୍କେଟ୍ କମ୍ପେ୍ଲକ୍ସ ଛାତ । ଛାତ ଥଳେ ୪ ଜଣ ଚାପି ହୋଇ ରହିଥିବା ଆଶଙ୍କା । କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଅଘଟଣ । ପୋଲିସ ଓ ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ।

Market complex roof collapses

ପୋଲିସ ଓ ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଏ ଘଅଘଟଣ ଘଟିଥିବା କୁହାଯାଉଛି । ଆଜି ଅପରାହ୍‌ଣ ସମୟରେ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଥିବା ମାର୍କେଟ୍ କମ୍ପ୍ଲେକ୍ସର ଛାତ ଭୁଶୁଡ଼ି ଥିଲା। ଏହି ଅପ୍ରୀତିକର ଅଘଟଣ ଯୋଗୁଁ ଭଗ୍ନାବଶେଷ ତଳେ କିଛି ଲୋକ ଚାପି ହୋଇଯାଇଥିଲେ। ସୂଚନା ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲା। ଭଗ୍ନାବଶେଷ ତଳୁ ‌ଗୁରୁତରଙ୍କୁ ଉଦ୍ଧାର କରିଥିଲା। ସମସ୍ତଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+