ପୁଣି ଭବନେଶ୍ୱର ବିମାନବନ୍ଦରରୁ ମାରିଜୁଆନା ଜବତ

ପୁଣି ଭବନେଶ୍ୱର ବିମାନବନ୍ଦରରୁ ମାରିଜୁଆନା ଜବତ । ଜବତ ମାରିଜୁଆନାର ମୂଲ୍ୟ ୮କୋଟି ହେବ ବୋଲି ଅନୁମାନ କରାଯାଉଛି ।
ପୁଣି ଭୁବନେଶ୍ୱର ସହରକୁ ମାରିଜୁଆନା ଚାଲାଣ ସମୟରେ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରରୁ ଜଣେ ଯାତ୍ରୀଙ୍କ ପାଖରୁ ମାରିଜୁଆନା ଜବତ ହୋଇଛି ।

bijupattanik

ଜବତ ମାରିଜୁଆନାର ମୂଲ୍ୟ ପ୍ରାୟ ୮କୋଟି ହେବ ବୋଲି ଅନୁମାନ କରାଯାଉଛି । ଜଣେ ଯାତ୍ରୀଙ୍କ ଠାରୁ ଏହି ମାରିଜୁଆନା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଜବତ କରିଛି । ଯାତ୍ରୀ ଜଣକ ନିଜ ଲଗେଜରେ ୮କେଜିର ମାରିଜୁଆନା ଆଣି ଆସୁଥିଲେ । ବ୍ୟାଙ୍କକରୁ ଏହି ମାରିଜୁଆନା ଆସୁଥିବା ସୂଚନା ମିଳିଛି । ମାତ୍ର ୫ଦିନରେ ୩ଥର ସମାନ ପରିସ୍ଥିତି ଦେଖିବାକୁ ଦେଖିବାକୁ ମିଳିଛି । ଗତ ଡିସେମ୍ବର ୩୦ ଏବଂ ୩୧ ତାରିଖରେ ମଧ୍ୟ ଧାରା ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+