ବିସ୍ଫୋରକ ସାମଗ୍ରୀ ଲୁଟି ନେଲେ ମାଓବାଦୀ
ବିସ୍ଫୋରକ ସାମଗ୍ରୀ ଲୁଟି ନେଲେ ମାଓବାଦୀ। ସୁନ୍ଦରଗଡ଼ରୁ ବାଙ୍କୋ ପଥର ଖଣିକୁ ଆସିଲା ବେଳେ ଏହି ଲୁଟି ହୋଇଛି। ପ୍ରାୟ ୩୦ରୁ ୪୦ ମାଓବାଦୀ ଆସି ଲୁଟ କରିଥିବା ସୂଚନା ମିଳିଛି।

ଟ୍ରକରେ ଆସୁଥିବା ଦେଢ ଟନ୍ରୁ ଉର୍ଦ୍ଧ୍ୱ ବିସ୍ଫୋରକ ଲୁଟି ନେଇଛନ୍ତି। ପଥର ବ୍ଲାଷ୍ଟିଂ ପାଇଁ ଏହି ବିସ୍ଫୋରକ ସାମଗ୍ରୀ ନେଲା ବେଳେ ଲୁଟ୍ ହୋଇଛି। ଏହି ଲୁଟ୍ ନେଇ କେ.ବଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।












Click it and Unblock the Notifications