ଆତ୍ମସମର୍ପଣ କଲା ମାଓ ନେତା, ଭିନିଲ୍ କ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ ଅଭିଯୁକ୍ତ ଥିଲା କ୍ରିଷ୍ଣା

ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ମାଓ ସମ୍ପାଦକ ଏମ ଜଳନ୍ଧର ରେଡ୍ଡି ଓରଫ କ୍ରିଷ୍ଣା ଆତ୍ମସମର୍ପଣ କରିଛି ।

ମାଲକାନଗିରି: ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ମାଓ ସମ୍ପାଦକ ଏମ ଜଳନ୍ଧର ରେଡ୍ଡି ଓରଫ କ୍ରିଷ୍ଣା ଆତ୍ମସମର୍ପଣ କରିଛି । ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଆର ଭିନିଲ କ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ ଅଭିଯୁକ୍ତ ଥିଲା କ୍ରିଷ୍ଣା । ଗତକାଲି ବିଶାଖାପାଟଣା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି କ୍ରିଷ୍ଣା । କ୍ରିଷ୍ଣା ନାଁରେ ମାଲକାନଗିରି, କୋରାପୁଟ ଓ ବିଶାଖାପାଟଣା ଜିଲ୍ଲାର ବିଭିନ୍ନ ଥାନାରେ ପୂର୍ବରୁ ଶତାଧିକ ମାମଲା ରହିଥିଲା ।

Maoist leader

କ୍ରିଷ୍ଣା ମୁଣ୍ଡ ଉପରେ ପୂର୍ବରୁ ଓଡିଶା ସରକାର ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ହେଲେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଆନ୍ଧ୍ର ଓ ଓଡିଶା ପୋଲିସର ଲଗାତାର ଅପରେସନ ପରେ ନିଜ ସଙ୍ଘଠନକୁ ଠିକ ଭାବେ ସୁରକ୍ଷା ଦେଇ ପାରୁନଥିବା ମାଓ ନେତା କ୍ରିଷ୍ଣା ଶେଷରେ ଆନ୍ଧ୍ର ଡିଜିପିଙ୍କ ସମ୍ମୁଖରେ ଆତ୍ମ ସମର୍ପଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+