ମାଓ ଦମନ ଅପରେସନ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିଦେଦନ କଲା ମାଓ ନେତା ଅନନ୍ତ
ମାଓ ନେତା ଅନନ୍ତ ଜାରି କଲା ଶାନ୍ତି ବାର୍ତ୍ତାର ପ୍ରେସ୍ ରିଲିଜ। ମାଓ ଦମନ ଅପରେସନ ବନ୍ଦ କରିବା ପାଇଁ ନିଦେଦନ କଲା ଅନନ୍ତ । ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ମାଓନେତାର ନିବେଦନ । ଏ ବର୍ଷ PLGA ସପ୍ତାହ ପାଳିବନି, ଖୁବ୍ଶୀଘ୍ର ଅସ୍ତ୍ରବିରତି କରିବ ସଂଗଠନ। ଅସ୍ତ୍ରବିରତି ପାଇଁ ୧୫ ଫେବ୍ରୁଆରୀ ଯାଏଁ ଡେଡ୍ଲାଇନ ମାଗିଛି ମାଓ ସଙ୍ଗଠନ । ୨୦୨୬ ପୂର୍ବରୁ ମାଓ ସଙ୍ଗଠନର ସବୁ ସଦସ୍ୟ ଆତ୍ମସମର୍ପଣ କରିବ' ।
ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ମାଓ ସଙ୍ଗଠନ ପ୍ରବକ୍ତା ଅନନ୍ତ।













Click it and Unblock the Notifications