ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଜଣଙ୍କୁ ହାଣି କଲେ ହତ୍ୟା

ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ। ଛତିଶଗଡ଼ର ବିଜାପୁରର ତର୍ରେମ ଥାନା ଛଟୁବାଇ ଓ ବଡେ ତର୍ରେମ ଗାଁରେ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି । ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ। ଛତିଶଗଡ଼ର ବିଜାପୁରର ତର୍ରେମ ଥାନା ଛଟୁବାଇ ଓ ବଡେ ତର୍ରେମ ଗାଁରେ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି ।

Maoist

ଦୁଇ ମୃତକ ହେଲେ ଛୁଟବାଇ ଗାଁର ୫୦ ବର୍ଷୀୟ ଯୋଗା କୱାସୀ ଓ ବଡେ ତର୍ରେମ ଗାଁର ୫୫ ବର୍ଷୀୟ ମଙ୍ଗଲୁ କୁରସମ। ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ମାଓବାଦୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+