କୋଭିଡ ମୁକାବିଲା ପାଇଁ ରାଜ୍ୟରେ ବଢିଲା ମ୍ୟାନପାୱାର

କୋଭିଡ ମୁକାବିଲା ପାଇଁ ରାଜ୍ୟରେ ବଢିଲା ମ୍ୟାନପାୱାର । ଏନେଇ ଅପରାହ୍ଣ ସାଢ଼େ ୪ଟାରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ଭୁବନେଶ୍ୱର: କୋଭିଡ ମୁକାବିଲା ପାଇଁ ରାଜ୍ୟରେ ବଢିଲା ମ୍ୟାନପାୱାର । ଏନେଇ ଅପରାହ୍ଣ ସାଢ଼େ ୪ଟାରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ଏସିଏସଙ୍କ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଏମର୍ଜେନ୍ସି ପାଇଁ ୩୮୦୦ ମ୍ୟାନ୍ ପାୱାର ରିର୍ଜଭ ରଖାଯାଇଛି । କୋଭିଡର ଏମର୍ଜେନ୍ସି ମୁକାବିଲା ପାଇଁ ସବୁବେଳେ ବ୍ୟାକଅପ୍ ପ୍ଲାନ ପ୍ରସ୍ତୁତ କରି ରଖିଛନ୍ତି ରାଜ୍ୟ ସରକାର ।

ACS

ଖାଲି ସେତିକି ନୁହେଁ, ସେ ଆହୁରି କହିଛନ୍ତି କୋଭିଡ ପାଇଁ ୭୦୦ ଡାକ୍ତରଙ୍କୁ ଫିଲ୍ଡରେ ନିୟୋଜିତ କରାଯାଇଛି । ଏହାସହ ବ୍ୟାକଅପରେ ୩୮୦୦ ମ୍ୟାନ୍ ପାୱାର ମଧ୍ୟ ଜାରୁରୀକାଳିନ ପରିସ୍ଥିତି ପାଇଁ ରିଜର୍ଭ ରହିଛନ୍ତି ।

ମେଡିକାଲ କଲେଜର ଇଣ୍ଟର୍ଣ୍ଣ, ପିଜି ଛାତ୍ର, ଟିଚିଂ ଓ ନର୍ସିଂ ଷ୍ଟାଫଙ୍କୁ ଏଥିରେ ସାମିଲ କରାଯାଇଛି । କୋଭିଡ ମହାମାରୀ ଚାଲିଥିବା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୮୬ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ଖାଲି ସେତିକି ନୁହେଁ ୫୬୯୫ ଜଣ ନର୍ସିଂ ଅଫିସରଙ୍କୁ ବି ନିଯୁକ୍ତି ଦିଆଯାଇଥିବା ସ୍ପଷ୍ଟ କରିଛନ୍ତି ଏସିଏସ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+