ମନ୍‌ କି ବାତ୍‌ରେ କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ପ୍ରଶଂସା: ସଂକୀର୍ତ୍ତନ ଜରିଆରେ ବନାଗ୍ନି ବାବଦରେସଚେତନ ପାଇଁ ପ୍ରଶଂସା

ମନ୍‌ କି ବାତ୍‌ରେ କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା । ସଂକୀର୍ତ୍ତନ ଜରିଆରେ ବନାଗ୍ନି ବାବଦରେ ସଚେତନ କରୁଥିବାରୁ ପ୍ରଶଂସା କଲେ ।
'କେନ୍ଦୁଝର ଜିଲ୍ଲାରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ଅଛି' । ଏହି ଦଳ ଭକ୍ତି ସହ ପରିବେଶ ସୁରକ୍ଷା ବାବଦରେ ବି ସଚେତନ କରେ ।

Mann Ki Baat Pramila Pradhan Keonjhar
ଏଭଳି ଉଦ୍ୟମର ପ୍ରେରଣା ହେଉଛନ୍ତି ପ୍ରମିଳା ପ୍ରଧାନ । ଗାଁ ଗାଁ ବୁଲି ପାରମ୍ପାରିକ ଗୀତରେ ନୂଆ ସନ୍ଦେଶ ଯୋଡ଼ି ସଚେତନ କରନ୍ତି' । ବନ୍ନାଗ୍ନି ଦ୍ବାରା କଣ କ୍ଷତି ହୁଏ ଲୋକଙ୍କୁ ସଚେତନ କରନ୍ତି ।

ମୟୂରଭଞ୍ଜର ସାନ୍ତାଳୀ ଶାଢ଼ୀ ବାବଦରେ ବି କହିଲେ ପ୍ରଧାନମନ୍ତ୍ରୀ । ଜିଲ୍ଲାର ୬୫୦ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ୀକୁ ପୁନରୁଦ୍ଧାର କରୁଛନ୍ତି' । ମହିଳାମାନେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି ବୋଲି କହିଲେ ପ୍ରଧାନମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+