ନୂଆପଡ଼ାରେ ପ୍ରାର୍ଥୀ କିଏ ହେବ କହିଲେ ମନମୋହନ

ରାଜ୍ୟ ବିଜେପିର ନୂଆପଡ଼ା ପ୍ରାର୍ଥୀ କିଏ ହେବ । ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ BJP ରାଜ୍ୟ ସଭାପତି ମନମୋହନ ସାମଲ । କହିଲେ 'ସର୍ଭେ ଆଧାରରେ ନୂଆପଡ଼ା ପାଇଁ ହେବ ପ୍ରାର୍ଥୀ ଚୟନ କରାଯିବ । 'ଲୋକପ୍ରିୟତା ଓ ଦଳୀୟ ଚିନ୍ତାଧାରାରେ ଥିଲେ ଟିକେଟ୍ ମିଳିବ । ଏନେଇ ରାଜ୍ୟ ସହ କେନ୍ଦ୍ରୀୟ BJP ଟିମ ମଧ୍ୟ ସର୍ଭେ କରୁଛି ।

Manmohan

ମନମୋହନ ଆହୁରି କହିଛନ୍ତି ବୋର୍ଡ, ନିଗମ ଓ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ନୂଆପଡା ଉପ ନିର୍ବାଚନ ପ୍ରାର୍ଥୀ ନେଇ ବିଜେପିର ଏକ୍ସଅରସାଇଜ ଆରମ୍ଭ ହୋଇଛି । ପ୍ରାର୍ଥୀଙ୍କ ଲୋକପ୍ରିୟତା, ଲୋକେ ଯାହାକୁ ଚାହୁଁଥିବେ, ଦଳୀୟ ଚିନ୍ତାଧାରା କାର୍ଯ୍ୟ କରୁଥିବେ । ଲୋକଙ୍କ ମୌଳିକ ସମସ୍ୟା ନେଇ ଜ୍ଞାନ ଗାରିମା ଥିବ, ସେଭଳି ଲୋକକୁ ସଂସଦୀୟ ଦଳ ନିଷ୍ପତି ନେବ । ଏନେଇ ସେ ପୁଣି ଦିଲ୍ଲୀ ଗସ୍ତରେ ଯାଇପାରନ୍ତି ମନମୋହନ ସାମଲ । ରାଜ୍ୟ ସଭାପତି କହିଛନ୍ତି, ଦିଲ୍ଲୀରେ ମଝିରେ ମଝିରେ ବୈଠକ ହୁଏ । ସେଥିପାଇଁ ଆମେ ଦିଲ୍ଲୀ ଯାଉଛୁ ସେମିତି କିଛି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+