ନୂଆ ଜିଏସ୍ଟିକୁ ନେଇ ମନମୋହନ ସାମଲଙ୍କ ପ୍ରେସମିଟ୍; ଓଡ଼ିଶାର ପ୍ରାୟ ୨୦ ଲକ୍ଷ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ
ନୂଆ ଜିଏସ୍ଟିକୁ ନେଇ ମନମୋହନ ସାମଲଙ୍କ ପ୍ରେସମିଟ୍। ନୂଆ ଜିଏସ୍ଟି ଦ୍ବାରା ସଞ୍ଚୟ ହାର ବଢ଼ିବ କହିଲେ ମନମୋହନ। ଏହା ଏକ ଐତିହାସିକ ପଦକ୍ଷେପ, ସମସ୍ତେ ଉପକୃତ ହେବେ।
ଯୁବକ, ଗରିବ, ମହିଳା ଓ ଚାଷୀ ଏହାଦ୍ବାରା ଉପକୃତ ହେବେ । ଏହାଦ୍ବାରା ଦେଶର ଉତ୍ପାଦନ ବଢ଼ିବ, ଆମଦାନୀ କମିବ ।
ଓଡ଼ିଶାର ପ୍ରାୟ ୨୦ ଲକ୍ଷ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ । କୋଇଲାରେ ଆମ ରାଜ୍ୟର ଆୟ ବଢ଼ିବ, ବୈପ୍ଳବିକ ପଦକ୍ଷେପ ।













Click it and Unblock the Notifications