ଦିଲ୍ଲୀରୁ ଫେରିଲେ ମନମୋହନ ସାମଲ: କହିଲେ, ସବୁ ଠିକ୍ ଚାଲିଛି..

Odisha News: ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ମଧ୍ୟରେ ଦିଲ୍ଲୀରୁ ଫେରିଛନ୍ତି ବିଜେପି ସଭାପତି ମନମୋହନ ସାମଲ । ୪ ଦିନ ହେବ ସେ ଦିଲ୍ଲୀରେ ଥିଲେ, ଏହି ସମୟରେ ସେ ଦଳର ଶୀର୍ଷ ନେତୃବୃନ୍ଦଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ନିଜ ଟିମ୍ ସହ ଆଜି ସକାଳେ ଓଡ଼ିଶା ଫେରିଛନ୍ତି । ଆଜି ରାଜ୍ୟରେ ପହଞ୍ଚିବା ପରେ ସେ ମେଣ୍ଟକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାଁନ୍ତି ସତ ହେଲେ ମେଣ୍ଟ ଚର୍ଚ୍ଚାରେ ବ୍ରେକ୍ ଲାଗୁ ନାହିଁ ।

Manmohan Samal

ଦିଲ୍ଲୀରୁ ଓଡ଼ିଶା ଫେରିବା ପରେ ସେ କହିଛନ୍ତି, ସବୁ କିଛି ଠିକ୍ ଚାଲିଛି, ଆମର ପ୍ରକ୍ରିୟା ଯାହା ହେବା କଥା ତାହା ଜାରି ରହିଛି । ସମସ୍ତ ବିଷୟରେ ବିଚାର ଏବଂ ଆଲୋଚନା ହୋଇଛି । ସେ ଏହା ମଧ୍ୟ କହିଛନ୍ତି ଯେ, ଆମେ ସବୁ ବିଷୟରେ ଆଲୋଚନା କରୁଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+