ନବୀନଙ୍କ ଫଲ୍ସ ନ୍ୟାରେଟିଭ୍‌ ମନ୍ତବ୍ୟ, କାଉଣ୍ଟର କଲେ ମନମୋହନ ସାମଲ

ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଜେପିକୁ ନେଇ ଫଲ୍ସ ନ୍ୟାରେଟିଭ୍‌ର ଜବାବ ରଖିଲେ ରାଜ୍ୟ ସଭାପତି ମନମୋହନ ସାମଲ। କେଉଁଟା ଫଲ୍ସ ନାରେଟିଭ୍‌ ନବୀନ ବାବୁ ଆଗେ ଜଣାନ୍ତୁ । କେନ୍ଦ୍ର କେତେ ଟଙ୍କା ଦେଇଥିଲା ତାର ହିସାବ ମାଗିଥିଲୁ, ତାର ହିସାବ ଦେଇପାରିଲେନି ବୋଲି ମନମୋହନ ସାମଲ କହିଛନ୍ତି ।

Manmohan Samal

ତାଙ୍କ ସରକାର ସମୟରେ ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ନଥିଲା, ବିଧାୟକ ଓ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁନଥିଲେ । କୌଣସି ବି କଥା କ୍ୟାବିନେଟରେ ଆଲୋଚନା ହୋଇପାରୁନଥିବା ବେଳେ ଯେତେ ଟଙ୍କା ଏଷ୍ଟିମେଟ୍ ହେଉଥିବା ତାର ଦଶ ଗୁଣା ଅପବ୍ୟୟ ହେଉଥିଲା, ଏସବୁ କଣ ଫଲ୍ସ ନ୍ୟାରେଟିଭ୍ କି ବୋଲି ପଚାରି ମନମୋହନ ନବୀନଙ୍କୁ କଟାକ୍ଷ କରିଛନ୍ତି । ତାଙ୍କର ଏସବୁ ଅଯୋଗ୍ୟତା ପାଇଁ ଗତ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ବିଜେଡ଼ି ଉପରୁ ଆସ୍ତା ହରାଇ ବିଜେପିକୁ ସରକାରକୁ ଆଣିଲେ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+