ପଞ୍ଚାୟତ ନିର୍ବାଚନରେ ବି ଲୋକେ ବିଜେପିକୁ ଆଶୀର୍ବାଦ ଦେବେ:ମନମୋହନ ସାମଲ

ଭୁବନେଶ୍ୱର : ବିଜେପିକୁ ନେଇ ଲୋକଙ୍କ ବିଶ୍ୱାସ ଭରଷା ବଢ଼ିଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ଯଶସ୍ବୀ ହେବ ବୋଲି ବିଜେପି ସଭାପତି ମନମୋହନ ସାମଲ ନୂଆବର୍ଷରେ କହଛନ୍ତି। ଓଡ଼ିଶାରେ ଭାଜପା ଅଦ୍ବିତୀୟ ସଂଗଠନ ହୋଇ ଛିଡ଼ା ହେବ। ଆଗକୁ ଆହୁରି ଶକ୍ତିଶାଳୀ ହେବ, ଏଭଳି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ବିକଶିତ ଓଡ଼ିଶାର କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ। ବିଜେପି ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବ। ଭିଜନ ଡକ୍ୟୁମେଣ୍ଟକୁ ସଫଳ କରିବା।

manmohan samal

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆହୁରି କହିଛନ୍ତି, ରାଜ୍ୟରେ ବିଜେପିକୁ ଅଧିକ ଶକ୍ତିଶାଳୀ କରାଯିବ। ନୂଆ ଲୋକଙ୍କୁ ଯୋଡ଼ିବା କାମ କରିବ ବିଜେପି। ଲୋକେ ବିଜେପି ସରକାରକୁ ପୁଣି ଆଶୀର୍ବାଦ ଦେବେ ବୋଲି ମୁଁ ଭାବୁଛି। ପଞ୍ଚାୟତ ନିର୍ବାଚନରେ ବି ଲୋକେ ବିଜେପିକୁ ଆଶୀର୍ବାଦ ଦେବେ। ସରକାର ଓ ସଂଗଠନ ମଧ୍ୟରେ ଉତ୍ତମ ଯୋଗାଯୋଗ ରହିଛି। ଏଣୁ କୌଣସି ଅସୁବିଧା ହେଉନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+