ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ନାଁ ଦେବା ପ୍ରସଙ୍ଗ, ମୋହନ ସରକାରଙ୍କ ଚିଠିର ଉତ୍ତର ଦେଲେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ନକ ପରେ ରାଜ୍ୟରେ ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି ପାଳନ କରିବେ । ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଆଜି ରାଜ୍ୟବାସୀଙ୍କୁ ବର୍ଷକର ରିପୋର୍ଟ କାର୍ଡ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋଦି ସରକାରଙ୍କ 11 ବର୍ଷ ପୁରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଆସନ୍ତା କାଲିକୁ ପ୍ରଥମ ବର୍ଷ ପୂରିବ । ଏନେଇ ସେ ରାଜ୍ୟବାସୀଙ୍କୁ ତାଙ୍କ ବର୍ଷକର ରିପୋର୍ଟ କାର୍ଡ ଦେଇଛନ୍ତି ।

ତେବେ ସେ ତାଙ୍କ ରିପୋର୍ଟ କାର୍ଡରେ ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ନାଁ ଦେବା ପ୍ରସଙ୍ଗ ଉଠାଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖିଥିଲେ । କିନ୍ତୁ ଏଯାଏଁ ଚିଠିର କୌଣସି ଉତ୍ତର ମିଳଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

mamata banarjee not responded cm Mohan majhi

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମରେ ଯାହା କହିଛନ୍ତି ତାହା ଅଗ୍ରହଣୀୟ । ତାଙ୍କ ଅହଙ୍କାର ଏବେ ଚରମ ସୀମାରେ ପହଞ୍ଚିଛି । ଯାହାର ଜବାବ ଲୋକେ ଦେବେ ବୋଲି ମୋହନ ସରକାର ଗଣ ମାଧ୍ୟମଙ୍କୁ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+