ମାଲକାନକିଗି ଭିଜିଲାନ୍ସ ରେଡ୍: PD ବାବୁଙ୍କ ସହ ୫ ଗିରଫ

Odisha News: ମାଲକାନକିଗି ଭିଜିଲାନ୍ସ ରେଡ୍ ଘଟଣା । ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହ ସରକାରୀ ଟଙ୍କା ହଡପ ମାମଲାରେ ଗିରଫ । ସେହିପରି ସରକାରୀ ଅର୍ଥ ହଡ଼ପରେ ସହଯୋଗ କରିଥିବାରୁ ଆହୁରି ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ୩ ସରକାରୀ କର୍ମଚାରୀ ଓ ଜଣେ ଜନସେବା କେନ୍ଦ୍ର ପରିଚାଳକ ଥିବା ନେଇ ସୂଚନା ରହିଛି। ସୂଚନା ଅନୁସାରେ, ଶାନ୍ତନୁଙ୍କ ଘରୁ ନଗଦ ୨.୬ କୋଟି ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

Malkankigi vigilance raid
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+