ମାଲକାନଗିରି: ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଟ୍ରକ୍‌ ଡ୍ରାଇଭର ଗିରଫ

ମାଲକାନଗିରିରେ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ସଦର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ । ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେଇ ଫେରିବା ବେଳେ ଦୁଷ୍କର୍ମ କରିଥିଲେ । ବିଜାଘାଟି ନିକଟରୁ ଉଦ୍ଧାର କରିଥିଲା ମାଲକାନଗିରି ଆଦର୍ଶ ଥାନା ପୋଲିସ । ଘଟଣା ନେଇ ଥାନା ଅଧିକାରୀଙ୍କୁ ଭେଟିଲେ ଚିତ୍ରକୋଣ୍ଡା ବିଧାୟକ ।

Malkangiri

ଘଟଣା ଅନୁଯାୟୀ, ମଧ୍ୟପ୍ରଦେଶର ଜଣେ ଟ୍ରକ ଡ୍ରାଇଭର ମାଲକାନଗିରିର ଜଣେ ନାବାଳିକା ଝିଅକୁ ବିଜାଘାଟି ନିକଟରେ ଦୁଷ୍କର୍ମ କରୁଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଝିଅକୁ ଉଦ୍ଧାର କରିବା ସହ ଡ୍ରାଇଭରକୁ କାବୁ କରିଥିଲେ। ପରେ ମାଲକାନଗିରି ଥାନାକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକା ଝିଅକୁ ଉଦ୍ଧାର କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଝିଅକୁ ସଖୀ ଗୃହରେ ରଖାଯାଇଥିବା ବେଳେ ଆଜି ତଦନ୍ତ ପରେ ସୁଧାର ଗୃହରେ ଛଡ଼ାଯିବ ବୋଲି ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି। ତଦନ୍ତ ପରେ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+