ହରିଦ୍ବାର ମନସା ଦେବୀ ମନ୍ଦିରରେ ବଡ଼ ଅଘଟଣ: ଦଳାଚକଟାରେ 6 ଶ୍ରଦ୍ଧାଳୁଙ୍କ ମୃତ୍ୟୁ, 25 ରୁ 30 ଆହତ

ହରିଦ୍ବାର ମନସା ଦେବୀ ମନ୍ଦିରରେ ବଡ଼ ଅଘଟଣ । ଦଳାଚକଟାରେ 6 ଶ୍ରଦ୍ଧାଳୁଙ୍କ ମୃତ୍ୟୁ । 25 ରୁ 30 ଜଣ ଆହତ ହୋଇଥିବା ବେଳେ ଅନେକ ଶ୍ରଦ୍ଧାଳୁ ଗୁରୁତର ଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି । ଆହତଙ୍କୁ ଆମ୍ବୁଲାନ୍ସରେ ନିଆଯାଉଛି ହସ୍ପିଟାଲ । ପ୍ରବଳ ଗହଳି ଯୋଗୁଁ ଦଳାଚକଟା ହୋଇଥିବା ସୂଚନା ।

ତେବେ ଏହି ଦୁର୍ଘଟଣା ମନ୍ଦିରର ସିଡ଼ି ନିକଟରେ ଘଟିଛି। ଘଟଣା ସ୍ଥଳରେ ଗଡ଼ୱାଲ ଡିଭିଜନ କମିଶନର ବିନୟ ଶଙ୍କର ପାଣ୍ଡେ ଉପସ୍ଥିତ ଅଛନ୍ତି । କୋତୱାଲି ପ୍ରଭାରୀ ରିତେଶ ଶାହ ଦଳାଚକଟାକୁ ନିଶ୍ଚିତ କରିଛନ୍ତି। କହିଥିଲେ ଯେ ପ୍ରବଳ ଭିଡ଼ ଯୋଗୁଁ ମନସା ଦେବୀ ମନ୍ଦିରରେ ଦଳାଚକଟା ହୋଇଥିଲା।

Major incident at Haridwar Mansa Devi temple

ଉତ୍ତରାଖଣ୍ଡର ହରିଦ୍ୱାରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଜି ସକାଳେ ହରିଦ୍ୱାରର ମନସା ଦେବୀ ମନ୍ଦିରରେ ଦଳାଚକଟା ହୋଇଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ରୁ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+