ଫୁଲବାଣୀ:ଗୋଛାପଡ଼ା SBI ଶାଖାରେ ଅଗ୍ନିକାଣ୍ତ । ନିଆଁ ଲାଗିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହଁ । ଅଗ୍ନିଶମବାହିନୀ ଦ୍ୱାରା ନିଆଁ ଲିଭା କାର୍ଯ୍ୟ ଜାରି । ତେବେ ବ୍ୟାଙ୍କ ଖୋଲିନଥିବାରୁ କ୍ଷୟକ୍ଷତିର ଆକଳନ ହୋଇପାରି ନାହିଁ ।