କାର୍ଯ୍ୟରେ ଅବହେଳା ଯୋଗୁଁ ବଡ କାର୍ଯ୍ୟନୁଷ୍ଠାନ, ଜଣେ ହାବିଲଦାର, ୪ କନ୍‌ଷ୍ଟେବଲ୍‌ ନିଲମ୍ବିତ

୫ କନଷ୍ଟେବଳଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ସେମାନଙ୍କୁ ନିଲମ୍ବନ କରାଯାଇଛି । ଜିଲ୍ଲାପାଳ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟରତଥିଲେ ଉକ୍ତ କନଷ୍ଟେବଳ । କାର୍ଯ୍ୟରେ ଅନୀୟମିତା ସାଙ୍ଗକୁ ମନମୁଖୀ ଭାବେ ଡ୍ୟୁଟି କରିବା ନେଇ ଅଭିଯୋଗ ଆସିଥିଲା ସେମାନଙ୍କ ନାଁରେ ।

police

ବାରମ୍ବାର ତାଗିଦ୍ ସତ୍ତେ୍ୱ ଡ୍ୟୁଟିକୁ ସେମାନେ ଗୁରୁତ୍ୱ ଦେଉ ନ ଥିଲେ । ଯାହାଫଳରେ ବାଲେଶ୍ୱର SP ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+