Get Updates
Get notified of breaking news, exclusive insights, and must-see stories!

ରାଜଧାନୀରେ ସଂକ୍ରମଣ ବୃଦ୍ଧି ପାଇବାର ମୁଖ୍ୟ କାରଣ ଟ୍ରାଭେଲ୍ କଟକଣା ନ ରହିବା: BMC କମିଶନର

ଭୁବନେଶ୍ବରରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ଟ୍ରାଭେଲ କଟକଣା ନାହିଁ । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଭୁବନେଶ୍ବର: ଭୁବନେଶ୍ବରରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ଟ୍ରାଭେଲ କଟକଣା ନାହିଁ । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

BMC Commissioner

ତେବେ ବିଏମସିରେ ହସ୍ପିଟାଲରେ ବେଡ୍ ସଂଖ୍ୟା ବଢାଯିବ । ବର୍ତ୍ତମାନ ବିଏମସିର ୧୫୦ ବେଡ୍ ରହିଛି । ତେବେ ଖୁବ୍ ଶୀଘ୍ର ସେ ସଂଖ୍ୟାକୁ ବଢାଇବା ପାଇଁ ଆମେ ନିଷ୍ପତ୍ତି ନେଇଛୁ ବୋଲି ବିଏମସି କମିଶନର କହିଛନ୍ତି ।

୩ଟି ଜୋନ୍ ରେ ସ୍କ୍ବାଡ୍ ଗଠନ କରାଯାଇଛି । ଚେକିଂ ବି କରାଯାଉଛି । ରବିବାର ସୁଦ୍ଧା ୭୦ ଜଣ ସଂକ୍ରମିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ବରରେ ନାଇଟ୍ କର୍ଫ୍ୟୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ବିଏମସି କମିଶନର କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+