ଅର୍ପଣ ରଥରୁ ସଂଗୃହିତ ଚାଉଳରୁ ପ୍ରସ୍ତୁତ ହେଲା ମହା ପ୍ରସାଦ

ବହୁ ବାଦ ବିବାଦ ପରେ ଜଗନ୍ନାଥଙ୍କ ଅର୍ପଣ ରଥରୁ ମିଲିଥବା ଚାଉଳ ନଡ଼ିଆ ବିବିଦାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳରେ ପ୍ରସ୍ତୁତ ହୋଇଛି ମହାପ୍ରସାଦ । ଓଡିଶାର ପୁରପଲ୍ଲୀର ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମହାଯଜ୍ଞ ପାଇଁ ଅର୍ପଣ କରିଥିବା ଚାଉଳ, ନଡିଆରେ ପ୍ରସ୍ତୁତ ହେଲା ମହା ପ୍ରସାଦ । ସକାଳ ଧୂପ କୋଠଭୋଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଭୋଗଲାଗିଥିବା ଖେଚୁଡ଼ି ପାଇ ଭକ୍ତ ଭାବ ବିଭୋର ହୋଇଗଲେ ।

jagannath Temple

ସେହି ଅର୍ପଣ ଦ୍ରବ୍ୟକୁ ମହାପ୍ରଭୁଙ୍କ ପାଖରେ ମହାପ୍ରସାଦ ରୂପେ ଆଜି ବ୍ୟବହାର ହୋଇଛି। ତାହା ଆମ ସମସ୍ତଙ୍କ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି ଜଗନ୍ନାଥ ପ୍ରେମୀ ଓ ଭକ୍ତମାନେ। ସକାଳ ଧୂପରେ ବାହାରିଥିବା ଖେଚୁଡ଼ି ପାଇଁ ଶ୍ରୀମନ୍ଦିର ଉତ୍ତର ଓ ପଶ୍ଚିମ ଦ୍ୱାରରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିଲା। ଭକ୍ତଙ୍କ ପାଇଁ ଏହି ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ନିଯୋଗ ସମ୍ପାଦକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+