ମହାନଦୀ ପାଣି ବିବାଦ ; ଆଜି ଛତିଶଗଡ଼ ଯିବେ ଓଡ଼ିଶା ଟିମ୍

ମହାନଦୀ ପାଣିକୁ ନେଇ ବିବାଦ । ଆଜି ଛତିଶଗଡ଼ ଗସ୍ତ କରିବ ମହାନଦୀ ବଞ୍ଚାଓ ଆନ୍ଦୋଳନର ପ୍ରତିନିଧି ମଣ୍ଡଳୀ । କଲମା ବ୍ୟାରେଜ ତଳେ ନିର୍ମିତ ବାଲି ବନ୍ଧ କୁ ପରିଦର୍ଶନ କରିବ ଏହି ଟିମ୍ । । ଛତିଶଗଡ଼ରେ ମହାନଦୀ ସୁରକ୍ଷା ପାଇଁ କାର୍ଯ୍ୟ କାଟୁଥିବା ସଂଗଠନ ସହିତ ଏହି ପ୍ରତିନିଧି ଦଳ ଆଲୋଚନା କରିବ l

Mahanadi water dispute

ଆଜି ଝାରସୁଗୁଡାରେ ରାତ୍ରିଯାପନ କରି ଆସନ୍ତାକାଲି କଲମା ବ୍ୟାରେଜ, ତାର ତଳ ମୁଣ୍ଡରେ ଥିବା ବାଲି ବନ୍ଧ, ମହାନଦୀ ଓଡିଶା କୁ ପ୍ରବେଶ କରୁଥିବା ସ୍ଥାନ ଶୁଖାଶୋଡା ଅଞ୍ଚଳ ପରିଦର୍ଶନ କରିବେ । ପରିଦର୍ଶନ କରି ଆସିବା ପରେ ୨୯ ତାଟିଖରେ ଝାରସୁଗୁଡା ର ବୁଦ୍ଧିଜୀବୀ ଓ ନଦୀ ପାଇଁ ଚିନ୍ତିତ ବ୍ୟକ୍ତି ବିଶେଷଙ୍କ ସହିତ ଆଲୋଚନା କରିବ l ଏହି ପ୍ରତିନିଧି ଦଳରେ ମହାନଦୀ ବଞ୍ଚାଓ ଆନ୍ଦୋଳନ ର ଆବାହକ ସୁଦର୍ଶନ ଦାସ, ସହ ଆବାହକ ବାସୁଦେବ ଭଟ୍ଟ, ସଂଯୋଜକ ସଚିକାନ୍ତ ପ୍ରଧାନ, ବିଜୟ ପରିଡା, ପ୍ରବକ୍ତା ପ୍ରସନ୍ନ ବିଶୋଇ ପ୍ରମୁଖ ସାମିଲ ହେବେ l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+