ମହାକୁମ୍ଭ ଦଳାଚକଟା ଘଟଣାରେ: ଦୁଃଖପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି
Mahakumbh mela 2025: ମହାକୁମ୍ଭ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏକ୍ସରେ ଏକ ପୋଷ୍ଟ ସେୟାର କରି ସମବେଦନା ଜଣାଇଲେ ମୋଦି । ପୋଷ୍ଟରେ ମୋଦି ଲେଖିଛନ୍ତି, ପରିଜନଙ୍କୁ ହରାଇଥିବା ଶ୍ରଦ୍ଧାଳୁଙ୍କ ପ୍ରତି ମୋର ଗଭୀର ସମବେଦନା, ସମସ୍ତ ଆହତଙ୍କ ଆରୋଗ୍ୟ କାମନା କରୁଛି ।

ସେହିପରି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି । ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।












Click it and Unblock the Notifications