ପୁଣି ବଙ୍ଗୋପସାଗରରେ ଲଘୁଚାପ, ବାତ୍ୟା ଦାନା ପରେ ପୁଣି ବାତ୍ୟା ଦେଖିବ କି ଓଡ଼ିଶା ?

ପୁଣି ବର୍ଷାରେ ଭିଜିବ ଓଡିଶା । ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । 23 ତାରିଖ ସୁଦ୍ଧା ଲଘୁଚାପ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଏହା କ୍ରମେ ଘନିଭୂତ ହୋଇ ଆସନ୍ତା 23 ତାରିଖରେ ଲଘୁଚାପର ରୂପ ନେବ । ତେବେ ଲଘୁଚାପର ରୂପ ନେବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଲଘୁଚାପର ପ୍ରଭାବ କେଉଁ ପ୍ରକାରର ରହିଛି ସେନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । ବଙ୍ଗୋରସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ସମସ୍ତଙ୍କ ମନରେ ବାତ୍ୟାକୁ ନେଇ ଭୟ ଘାରିଛି । କେବେ ଲଘୁଚାପ ଅବପାତର ରୂପ ନେବା ପରେ ଏହା ସ୍ପଷ୍ଟ ହୋଇପାରିବ ।

low pressure in the Bay of Bengal

ରାଜ୍ୟର କିଛି ସ୍ଥାନରେ ତାପମାତ୍ରା 15 ଡିଗ୍ରୀ ତଳେ ରହୁଥିବା ବେଳେ ଅନେକ ସ୍ଥାନରେ ଶୀତର ଲହରୀ ଜାରି ରହିଛି । କେତେକ ସ୍ଥାନରେ କୁହୁଡି ନେଇ ମଧ୍ୟ ଆଲର୍ଟ ଜାରି କରାଯାଇଛି । ଏହାରି ଭିତରେ ଲଘୁଚାପ ଖବର ସମସ୍ତଙ୍କୁ ଡରାଇଦେଇଛି । ବର୍ଷା ହେଲେ ଶୀତ ଆହୁରି ବଢିବା ନେଇ ଆକଳନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+