ବଙ୍ଗୋପସାଗରରେ ଲଘୁଚାପ, ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଆସୁଛି ଲଘୁଚାପ । ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା । ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି । ଏହା ପ୍ରଭାବରେ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ହେବ । ତାମିଲନାଡୁ,ପୁଡୁଚେରୀ ଏବଂକେରଳରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଶୁକ୍ରବାରରୁ ରବିବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ । ଗତ ସପ୍ତାହରେ ବର୍ଷା ସମ୍ଭାବନା ଥିଲା । ବର୍ଷା ଯୋଗୁ ଭାରତ - ପାକ୍ ଟି -୨୦ ମ୍ୟାଚ ବାଧାପ୍ରାପ୍ତ ହେବାର ସମ୍ଭାବନା ଥିଲା । କିନ୍ତୁ ଚଳିତ ସପ୍ତାହରେ ବର୍ଷା ହେବ କହିଛନ୍ତି ଜାସନ ନିକୋଲ୍ସ ।

rain

ସେପଟେ ବର୍ଷ ଶେଷ ଆଡ଼କୁ ଫେରିବ ElNino । ପାସିଫିକ୍ ମେରିଡାୟୋନାଲ୍ ମୋଡ୍ (PMM) ଏବଂ ଦକ୍ଷିଣ ପାସିଫିକ୍ ମେରିଡାୟୋନାଲ୍ ମୋଡ୍ (SPMM) ପରସ୍ପର ସହିତ ପର୍ଯ୍ୟାୟରେ ପ୍ରବେଶ କରୁଛନ୍ତି । ଉଭୟ ଉଷ୍ଣତା ElNino ପାଇଁ ଏକ ଭଲ ସଙ୍କେତ ବୋଲି କହିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+