ମଦ ରେକର୍ଡ, ରାଜଧାନୀବାସୀ ପିଇଦେଲେ ୩୨ କୋଟି ୫୫ ଲକ୍ଷ ଟଙ୍କାର ମଦ

ନୂଆବର୍ଷ ମଉଜରେ ମଦ ପିଆରେ ରେକର୍ଡ । ବର୍ଷର ଶେଷ ସପ୍ତାହରେ ରାଜଧାନୀରେ ଦେଶୀ-ବିଦେଶୀ ମିଶେଇ ଲୋକ ପିଇଗଲେ ୪ ଲକ୍ଷ ଲିଟର ମଦ। ବଡ଼ଦିନରୁ ଜିରୋନାଇଟ୍ ସେଲିବ୍ରେସନ ଯାଏଁ ୩୨ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Liquor record
୨୦୨୫ ମସିହା ଶେଷ ସପ୍ତାହରେ ଭୁବନେଶ୍ବରରେ ବିକ୍ରି ହୋଇଛି ଅଢେଇ ଲକ୍ଷ ଲିଟର ବିଦେଶୀ ଓ ଦେଢ ଲକ୍ଷ ଲିଟର ଦେଶୀ ମଦ । ୧ ଲକ୍ଷ ୭୮ ହାଜର ଲିଟର ବିୟର୍ ବିକ୍ରି ହୋଇଛି। ବଡ ଦିନଠାରୁ ଜିରୋ ନାଇଟ୍ ମଧ୍ୟରେ ବିଭିନ୍ନ କ୍ଲବ, ପବ, ଅଫ ସପରେ ବିକ୍ରି ହୋଇଛି ୩୨ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କା।

୨୮ କୋଟି ୪ ଲକ୍ଷ ୮୧ ହଜାର ଟଙ୍କାର ବିଦେଶୀ ଓ ୩ କୋଟି ୫୬ ଲକ୍ଷ ୧୧ ହଜାର ଟଙ୍କାର ବିୟର୍ କିଣିଛନ୍ତି ଲୋକେ। ସେହିଭଳି ୯୪ ଲକ୍ଷ ୨୦ ହଜାର ଟଙ୍କାର ଦେଶୀ ମଦ ବିକ୍ରି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+