ରାଜ୍ୟରେ ବଢିପାରେ ମଦ ଦର ! ବଡ ବୟାନ ଦେଲେ ମନ୍ତ୍ରୀ

Odisha News: ଆଗାମୀ ଦିନରେ ରାଜ୍ୟରେ ବଢିପାରେ ମଦ ଦର । ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି , ମଦ ମୂଲ୍ୟ ବୃଦ୍ଧି ପାଇଁ ପ୍ରାଇସ ଫିକ୍ସେସନ୍ କମିଟିରି ରିପୋର୍ଟ ଆସିସାରିଛି । ଏ ମାମଲାରେ ଖୁବ୍ ଶୀଘ୍ର ସରକାର ନିଷ୍ପତ୍ତି ନେଇପାରନ୍ତି ।

Odisha News

ତେବେ ସମସ୍ତ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା ପରେ ଫିକ୍ସେସନ୍ କମିଟି ଫାଇନାଲ୍ ନିଷ୍ପତ୍ତି ନେଇଥାଏ । ତେବେ ୩ ଦିନ ପୂର୍ବରୁ ମଦ ଦର ବୃଦ୍ଧି ନେଇ ଏକ ବୈଠକ ବସିଥିଲା । ଯାହା ପରେ ମଦ ଦର ନେଇ ନିଷ୍ପତ୍ତି ଆସିଛି । ହେବେ ରାଜ୍ୟ ସରକାର ଦରକୁ ନେଇ ବିଚାର କରିବେ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+