ଆସନ୍ତାକାଲି ହେବ ଲିଙ୍ଗରାଜଙ୍କ ବ୍ରାହ୍ମଣ ନିଯୋଗ ନିର୍ବାଚନ

ଆସନ୍ତାକାଲି ହେବ ଲିଙ୍ଗରାଜଙ୍କ ବ୍ରାହ୍ମଣ ନିଯୋଗ ନିର୍ବାଚନ । ଦୀର୍ଘ ୮ ବର୍ଷ ପରେ ଶ୍ରୀଲିଙ୍ଗରାଜଙ୍କ ବ୍ରାହ୍ମଣ ନିଯୋଗର ନିର୍ବାଚନ ରବିବାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ନିଯୋଗ ପ୍ରକୋଷ୍ଠରେ ଏହି ନିର୍ବାଚନ ହେବ । ପରିଚାଳନା କମିଟି ପାଇଁ ୨୨ ଜଣ ସଦସ୍ୟ ନିର୍ବାଚିତ ହୋଇସାରିଛନ୍ତି । ଶ୍ରୀଲିଙ୍ଗରାଜଙ୍କର ବିଭିନ୍ନ ନୀତିକାନ୍ତିକୁ ନେଇ ବିଭିନ୍ନ ସମୟରେ ବିଭ୍ରାଟ ଦେଖାଯାଉଥିବା ବେଳେ ବିବାଦ ଲାଗି ରହୁଥିଲା ।

lingaraj temple

ଏବେ ଏହି ନିର୍ବାଚନ ପରେ ସମସ୍ତ ନୀତିକାନ୍ତି ଶାନ୍ତିଶୃଙ୍ଖଳା ସହ ହେବ । ଏଥିସହ ସବୁ କିଛି ସସସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରାଯିବ ବୋଲି ଅନୁମାନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+