ବଜ୍ରପାତ ନେଉଛି ଜୀବନ: ଆଜି ବିଲରେ କାମ କରୁଥିବା ସମୟରେ ତିନି କୃଷକଙ୍କ ମୃତ୍ୟୁ

ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ବଜ୍ରାଘାତରେ ୩ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଛତ୍ରପୁର ବ୍ଲକ ଅନ୍ତର୍ଗତ ସରଭିଂପୁର ଗ୍ରାମର କୁନି ଗୌଡ଼ (୪୨) ଓ ନିରୁପମା ଗୌଡ଼ (୩୫) ଏବଂ ଗଞ୍ଜାମ ବ୍ଲକ ରାଉଳିବନ୍ଧ ଗାଁର ମିନି ଗୌଡ଼ (୪୭)।

lightning

ସୂଚନାନୁଯାୟୀ କୁନି, ନିରୁପମା ଓ ମିନି ଆଜି ଅପରାହ୍‌ଣରେ ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ସରଭିଂପୁର ଗ୍ରାମ ନିକଟ ଚାଷଜମିରେ ଧାନ ତଳି ରୋଉଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+