ଫୁଟବଲ୍ ପଡ଼ିଆରେ ବଜ୍ରପାତ: ୨ ମୃତ, ୧୮ ଗୁରୁତର

ଫୁଟବଲ ମ୍ୟାଚ୍ ବେଳେ ବଜ୍ରପାତ। ବଜ୍ରପାତରେ ୨ ମୃତ ଓ ୧୮ ଗୁରୁତର। ଆଜି ସୁନ୍ଦରଗଡ଼ ନୂଆଗାଁ ବ୍ଲକ ବନେଇଲତାରେ ଫୁଟବଲ ଖେଳ ବେଳେ ଏହି ଅଘଟଣ ଘଟିଛି ।

ସୁନ୍ଦରଗଡ଼: ଫୁଟବଲ ମ୍ୟାଚ୍ ବେଳେ ବଜ୍ରପାତ। ବଜ୍ରପାତରେ ୨ ମୃତ ଓ ୧୮ ଗୁରୁତର। ଆଜି ସୁନ୍ଦରଗଡ଼ ନୂଆଗାଁ ବ୍ଲକ ବନେଇଲତାରେ ଫୁଟବଲ ଖେଳ ବେଳେ ଏହି ଅଘଟଣ ଘଟିଛି । ଫୁଟବଲ ଖେଳ ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲାର ସରକାରୀ ଡ଼ାକ୍ତରଖାନା ପଠାଯାଇଛି। ମୃତ୍ଯୁ ଘଟିଥିବା ଦୁଇ ଫୁଟବଲ ଖେଳାଳିଙ୍କ ନାଁ ପାର୍ତାଗୁଟୁ ଗ୍ରାମର ଅଜୟ ଲାଖୁଆ ଓ ମାଇକେଲ ସୁରିନ ବୋଲି ଜଣା ପଡ଼ିଛି ।

Lightning

ତେବେ ବଜ୍ରପାତରେ ପ୍ରାୟ ୨୦ ଜଣ ଚେତା ହରାଇ ତଳେ ପଡ଼ିଥିଲେ। ସମସ୍ତଙ୍କୁ ତୁରନ୍ତ ଗାଁରେ ପ୍ରଚଳିତ ଦେଶୀ ଚିକିତ୍ସା କରାଯାଇ ଗାଈ ଗୋବର ବୋଳି ଦିଆଯାଇଥିଲା। ପରେ ହାତୀବାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୧୮ ଜଣ ଆହତଙ୍କୁ ସେଠାରୁ ରାଉରକେଲା RGHକୁ ସ୍ଥାନାନ୍ତର କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+