ବଜ୍ରପାତ ନେଲା ୨ ଜୀବନ

କାଳବୈଶାଖୀ ଯୋଗୁଁ ରବିବାର ସନ୍ଧ୍ୟାରେ ରାଜ୍ୟର ଏକାଧିକ ସ୍ଥାନରେ ବର୍ଷା ସହିତ ବଜ୍ରପାତ ହୋଇଛି। ବଲାଙ୍ଗୀର ଜିଲ୍ଲାରେ ବଜ୍ରପାତ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ଛେଳି ଚରାଳି ମହିଳା ଓ ଟ୍ରାକ୍ଟର ଚାଳକ ଯୁବକ ଅଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ମୃତକଙ୍କ ପରିଚୟ ମିଳିପାରି ନାହିଁ।

dead

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ରାଜ୍ୟର ଅନେକ ଜିଲ୍ଲାକୁ କାଳବୈଶାଖୀଜନିତ ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା ଦେଇଛି। କାଳବୈଶାଖୀ କାରଣରୁ ଆଗାମୀ ତିନିଦିନ ଯାଏଁ ରାଜ୍ୟର କିଛି ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ କଳାବୈଶାଖୀ ଯୋଗୁଁ ବର୍ଷା ଓ ବଜ୍ରପାତ ହୋଇଥିଲା। ଏଥିରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ତୁଷ୍ଟାପାଲିରେ ମହିଳା ଛେଳି ଚରାଉଥିବା ଜଣେ ମହିଳା ଶିକାର ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+