ଆକାଶରୁ ଖସିଲା ମୃତ୍ୟୁ ! ବିଲରେ ଟଳି ପଡିଲେ ବାପା ପୁଅ
ବଜ୍ରାଘାତରେ ଚାଲିଗଲା ବାପ-ପୁଅଙ୍କ ଜୀବନ। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଟକବା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ କବା ଗ୍ରାମର ପ୍ରଫୁଲ୍ଲ ମାଝା(୫୬) ଓ ତାଙ୍କ ପୁଅ ପ୍ରବୀଣ ମାଝୀ (୨୨)।

ଉଭୟ ବାପ-ପୁଅ ଡାଳୁଅ ଧାନ ସଂଗ୍ରହ କରିବାକୁ ଯାଇଥିଲେ। ବର୍ଷା ପବନ ହେବାରୁ ବାପ-ପୁଅ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ । ହଠାତ୍ ବଜ୍ରାଘାତରେ ଉଭୟ ବାପ-ପୁଅ ଟଳି ପଡିଥିଲେ। ସେମାନଙ୍କ ସହ ଥିବା ବିରଞ୍ଚି ସେଠୀ ଓ ଅରୁଣ ସେଠୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।












Click it and Unblock the Notifications