Get Updates
Get notified of breaking news, exclusive insights, and must-see stories!

ବଜ୍ରପାତ ଜନିତ ମୃତ୍ୟୁ ବଢୁଛି, ବାଲେଶ୍ୱରରେ ଖୋଲୁଛି ବଜ୍ରପାତ କେନ୍ଦ୍ର

Lightening strikes prevention centre to be open at Baleswar district .. fjrst of its kind to prevents deaths in lighteningବଜ୍ରପାତ ଜନିତ ମୃତ୍ୟୁ ବଢୁଛି, ବାଲେଶ୍ୱରରେ ଖୋଲୁଛି ବଜ୍ରପାତ କେନ୍ଦ୍ର

ଭୁବନେଶ୍ୱର: ଭାରତରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଅଧିକ ବଜ୍ରପାତ ହେଉଥିବା ରାଜ୍ୟ ଗୁଡିକ ହେଲ ଓଡ଼ିଶା,ଝାରଘଣ୍ତ, ପଶ୍ଚମବଙ୍ଗ ମଧ୍ୟପ୍ରଦେଶ ,ହେଲେ ଏହା ମଧ୍ୟରୁ ଶିର୍ଷରେ ରହିଛି ଓଡ଼ିଶା ।ଗତ ୫ ବର୍ଷ ମଧ୍ୟରେ ବଜ୍ରପାତରେ ରାଜ୍ୟରେ ପ୍ରାୟ ୨ ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ୨୦୧୭ରୁ ୨୦୧୮ ମଧ୍ୟରେ ସର୍ବାଧିକ ୪୭୨ ଜଣଙ୍କ ମୃତ୍ୟୁ ବଜ୍ରପାତରେ ହୋଇଥିଲା । ଏପରି ସ୍ଥିତିରେ ରାଜ୍ୟରେ ବଜ୍ରପାତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁକୁ ରୋକାଯାଇପାରିବ ।ତେବେ ଏକ ପାଞ୍ଚ ଜଣିଆ ଟିମ ଗଠନ କରି ଜମି ଚିହ୍ନଟ କରିବା ପରେ ହିଁ ଏହି କାର୍ଯ୍ୟ ଆଗକୁ ବଢାଯିବ । ଖୁବଶୀଘ୍ର ବାଲେଶ୍ୱରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର ଯାହାର ସୂଚନା ଦେଇଛନ୍ତି ଡ଼.ମୃତ୍ୟୁଞ୍ଜୟ ମହାପାତ୍ର ।ତେବେ ଏହି କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ବଜ୍ରପାତ ସମ୍ପର୍କରେ ଆଗୁଆ ସୂଚନା ଜିରି କରାଯାଇ ପାରିବ ଓ ବଜ୍ରପାତ ଜନିତ ମୃତ୍ୟୁ ରୋକାଯାଇପାରିବ ।

Lightning

ଏହି କେନ୍ଦ୍ରେରେ ଆଇଆଇଟିର ବୈଜ୍ଞାନିକ ମାନେ ଗବେଷଣା କରିବେ । କେଉଁ ଉପାୟ ଅବଲମ୍ବନ କଲେ ବଜ୍ରପାତଜନିତ ମୃତ୍ୟୁକୁ ଏଡାଯାଇ ପାରିବ ତାହା ଏଠାରେ ସ୍ଥିର କରାଯିବ । ତେବେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଏକ ଟିମ୍ ଘଟଣାସ୍ଥଳର ପରିଦର୍ଶନ କରିବା ପରେ ହିଁ ଏହି କାର୍ଯ୍ୟକୁ ଆଗକିୁ ବଢାଯିବ ବୋଲି ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+