ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ
ପ୍ରଶଂସନୀୟ ଓ ଉଲ୍ଲେଖନୀୟ ନେତୃତ୍ବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ। ଆସନ୍ତା ୪ ତାରିଖରେ ଭୁବନେଶ୍ବର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ କ୍ୟାପିଟାଲ୍ ଫାଉଣ୍ଡେସନ୍ ପକ୍ଷରୁ ସମ୍ମାନିତ କରାଯିବ ।
ଭୁବନେଶ୍ବର: ପ୍ରଶଂସନୀୟ ଓ ଉଲ୍ଲେଖନୀୟ ନେତୃତ୍ବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ। ଆସନ୍ତା ୪ ତାରିଖରେ ଭୁବନେଶ୍ବର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ କ୍ୟାପିଟାଲ୍ ଫାଉଣ୍ଡେସନ୍ ପକ୍ଷରୁ ସମ୍ମାନିତ କରାଯିବ ।

ପୂର୍ବତନ ମୁଖ୍ଯ ବିଚାରପତି ଏନ.ଭି ରମନା ଏହି ସମ୍ମାନ ପ୍ରଦାନ କରିବେ। ସମ୍ମାନ ପ୍ରଦାନ ଉତ୍ସବରେ ଜଷ୍ଟିସ ଏ.କେ ପଟ୍ଟନାୟ ଉପସ୍ଥିତ ରହିବେ। ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଏହି କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ। ନବୀନଙ୍କ ନେତୃତ୍ବରେ ୨ ଦଶନ୍ଧିରେ ବିକାଶର ଶୀର୍ଷ ଛୁଇଁଛି ଓଡ଼ିଶା। ନବୀନଙ୍କ ସାଧାରଣ ଜୀବନଶୈଳୀ ଓ ଉଦାରତା ଲୋକଙ୍କୁ ହୃଦୟକୁ ଜିତିଛି।












Click it and Unblock the Notifications