Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ଵରରେ ଲିଜେଣ୍ଡାରୀ କ୍ରିକେଟର କପିଲ ଦେବ

ଭୁବନେଶ୍ୱର : ଭୁବନେଶ୍ଵରରେ ଲିଜେଣ୍ଡାରୀ କ୍ରିକେଟର କପିଲ ଦେବ । ବିମାନବନ୍ଦରରେ ଭବ୍ୟ ସ୍ଵାଗତ କରାଯାଇଛି । ଏକ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦେବେ। ଓଡ଼ିଶା କ୍ରିକେଟରଙ୍କୁ କଣ ମେସେଜ ଦେବେ ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି, ଯିବା ପୂର୍ବରୁ ଏନେଇ ନିଶ୍ଚୟ ପ୍ରତିକ୍ରିୟା ଦେବି।

Kapil Dev

କପିଲ ଦେବ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ଥିଲେ ଓ କୁହାଯାଏ ତାଙ୍କ ପାଇଁ ଭାରତ ୧୯୮୩ ମସିହାରେ ବିଶ୍ୱକପ ଜିତିଥିଲା। ସେ ଜଣେ ଅଲ୍-ରାଉଣ୍ଡର ଥିଲେ ଓ ଭାରତୀୟ ଟିମ୍‌ର କୋଚ୍ ମଧ୍ୟ ଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+