ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ୍ ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ...

ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ୍ ମନ୍ତ୍ରୀଙ୍କ ପ୍ରତିକ୍ରିୟା। ୨ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତାରିଖ ସ୍ଥିର ହେବ । କେଉଁ ଦିନ ଗଣତିମଣତି କରାଯିବ ବୈଠକରେ ସ୍ଥିର ହେବ । ସ୍ବଚ୍ଛତାର ସହ ଗଣତିମଣତି କରାଯିବ, କିଏ କିଏ ରହିବେ ସ୍ଥିର ହୋଇସାରିଛି। ମହାପ୍ରଭୁଙ୍କ ନୀତି ଓ ତିଥିକୁ ଦେଖି ଗଣତିମଣତି ତାରିଖ ସ୍ଥିର ହେବ'। ଦର୍ଶନ ଯେମିତି ବାଧାପ୍ରାପ୍ତ ନହେବ ତାହା ଉପରେ ଦୃଷ୍ଟି ଦିଆଯିବ।

Law Minister
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+