ଆଇନ ମନ୍ତ୍ରୀଙ୍କ ସୂଚନା ; ପ୍ରାୟ ୮୦% ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇ ସାରିଲାଣି’
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁଙ୍କ କରୁଣାରୁ ଏଥର ରଥଯାତ୍ରା ସୁରୁଖୁରୁରେ ସଂପାଦିତ ହେବ। ବିଭିନ୍ନ ବିଭାଗର ଅଧିକାରୀମାନେ ଏଯାଏ ୮୦ ପ୍ରତିଶତ କାମ ସାରିଲେଣି। ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ କାମ ସରିଯିବ ବୋଲି ମୋର ବିଶ୍ବାସ। ରଥଯାତ୍ରା ଲାଗି ରେଳବାଇ ପକ୍ଷରୁ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ।

ଏଣେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁଙ୍କ କରୁଣାରୁ ଏଥର ରଥଯାତ୍ରା ସୁରୁଖୁରୁରେ ସଂପାଦିତ ହେବ। ବିଭିନ୍ନ ବିଭାଗର ଅଧିକାରୀମାନେ ଏଯାଏ ୮୦ ପ୍ରତିଶତ କାମ ସାରିଲେଣି। ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ କାମ ସରିଯିବ ବୋଲି ମୋର ବିଶ୍ବାସ।ରଥଯାତ୍ରା ଲାଗି ରେଳବାଇ ପକ୍ଷରୁ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ।












Click it and Unblock the Notifications