ରତ୍ନଭଣ୍ଡାର ମରାମତି ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ମରାମତି ହୋଇ ନ ଥିଲେ ଭୁଶୁଡ଼ି ପଡ଼ିଥାନ୍ତା

ରତ୍ନଭଣ୍ଡାର ମରାମତି ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ । ରତ୍ନଭଣ୍ଡାର ମରାମତି ହୋଇ ନ ଥିଲେ ଭୁଶୁଡ଼ି ପଡ଼ିଥାନ୍ତା' । ରତ୍ନଭଣ୍ଡାରକୁ ଶହେରୁ ଦୁଇ ଶହ ବର୍ଷ ଠିକ୍‌ ରହିଲା ଭଳି ମରାମତି' ହୋଇଛି ।'ଏଥିପାଇଁ ASIକୁ କୌଣସି ପ୍ରକାରେ ବ୍ୟସ୍ତ କରାଯାଉ ନାହିଁ' ।

puthitraj harichandan
'ଯେହେତୁ ASIକୁ କମ୍‌ ସମୟ ଦିଆଯାଉଛି, ମରାମତି ବିଳମ୍ବିତ ହେଉଛି' । ସ୍ନାନ ଯାତ୍ରା ପୂର୍ବରୁ ମରାମତି ସାରିବାକୁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+