ଆଇନ ମନ୍ତ୍ରୀଙ୍କ ବଡ ଘୋଷଣା; ଜାନୁଆରୀ ୧ ସୁଦ୍ଧା ଶେଷ ହେବ ରତ୍ନ ଭଣ୍ଡାର ମରାମତି କାମ

ଦିନେ କି ଦୁଇ ଦିନ ମଧ୍ୟରେ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ଜାନୁଆରୀ ୩୧ ସୁଦ୍ଧା ଶେଷ ହେବ ରତ୍ନଭଣ୍ଡାର ମରାମତି କାମ ବୋଲି କହିଛନ୍ତି ଆଇନ୍‌ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Parthiraj Harichandan

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିକଟରେ ରତ୍ନଭଣ୍ଡାରରେ ଜିପିଏସ୍‌ ସର୍ଭେ ହୋଇଥିଲା । ଏହି ରିପୋର୍ଟରେ ଅନ୍ୟ କିଛି ସୁଡଙ୍ଗ ନଥିବା ସ୍ପଷ୍ଟ ହୋଇଛି । ଧାତବ ଜିନିଷ ଥିବା ନେଇ ପରିକଳ୍ପନା ଥିଲା କିନ୍ତୁ ସେମିତି କିଛି ବି ନାହିଁ । ସେ ପର୍ଯ୍ୟାୟ ସରିଛି । ଏବେ ୨ୟ ପର୍ଯ୍ୟାୟରେ ଛତିଶା ନିଯୋଗ ସହ ମନ୍ଦିର ପ୍ରଶାସନର ଆଲୋଚନା ସରିଛି । ରବିବାର ଦିନ ସିଡ୍ୟୁଲ ଦାଖଲ କରିବ ଏଏସ୍‌ଆଇ ।

ତୁରନ୍ତ କାମ ଆରମ୍ଭ କରିବାକୁ ଏଏସ୍‌ଆଇ ଅନୁମତି ପତ୍ର ଦେଇଛି ମନ୍ଦିର ପ୍ରଶାସନ । ଆଶା କରୁଛି ଦିନ କି ଦୁଇ ମଧ୍ୟରେ ରତ୍ନଭଣ୍ଡାରର ମରାମତି କାମ ଆରମ୍ଭ ହେବ । ଭିତର ସଫା କରିକି ଶୀଘ୍ର ମରାମତି କାମ ଆରମ୍ଭ ହେବ । ପ୍ରଥମେ ମରାମତି କାମ ହେବ, ପରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ଭିତରକୁ ଯିବ । ଶେଷରେ ସୁରକ୍ଷିତ ପରିବେଶ ଓ ପରିସ୍ଥିତି ମଧ୍ୟ ରତ୍ନଭଣ୍ଡାର ଗଣତିମଣତି ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+