ଆଇନ ମନ୍ତ୍ରୀ ବଡ ସୂଚନା ; ଓଡ଼ିଶା ଇତିହାସର ହେବ ଗବେଷଣା
ଓଡ଼ିଶା ଇତିହାସକୁ ନେଇ ହେବ ଗବେଷଣା। ଓଡ଼ିଆ ବରପୁତ୍ରଙ୍କ ସଂପର୍କରେ ଓ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ହେବ ଗବେଷଣା। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ବିଶ୍ବବିଦ୍ୟାଳୟର ଏକ ଚେୟାର ଓଡ଼ିଶାର ବରପୁତ୍ରଙ୍କ ନାଁରେ ପ୍ରତିଷ୍ଠା କରଯିବ। ଏଣେ ଓଡ଼ିଶାର ଏକ ପ୍ରମୁଖ ରାସ୍ତାକୁ ଜୟୀ ରାଜଗୁରୁଙ୍କ ନାଁରେ ନାମିତ କରାଯିବ।
ସେ ଆହୁରି କହିଛନ୍ତି, ଓଡ଼ିଶା ଇତିହାସକୁ ନେଇ ଗବେଷଣା ହୋଇନି, ଯାହାକି ଦୁର୍ଭାଗ୍ୟଜନକ। ବିଶ୍ବବିଦ୍ୟାଳୟର ଏକ ଚେୟାର ଓଡ଼ିଶାର ବରପୁତ୍ରଙ୍କ ନାଁରେ ପ୍ରତିଷ୍ଠା କରଯିବ। ଏଣେ ଓଡ଼ିଶାର ଏକ ପ୍ରମୁଖ ରାସ୍ତାକୁ ଜୟୀ ରାଜଗୁରୁଙ୍କ ନାଁରେ ନାମିତ କରାଯିବ।












Click it and Unblock the Notifications