Get Updates
Get notified of breaking news, exclusive insights, and must-see stories!

ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଧରି ଜେରା କଲା ଆୟକର ବିଭାଗ

ଝାରସୁଗୁଡ଼ା: ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପିଳା ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଦୀର୍ଘ ୪ ଘଣ୍ଟା ଧରି ଜେରା କରିଛି ଆୟକର ବିଭାଗ । ଗତକାଲି ଏକ ଘରୋଇ ହୋଟେଲରେ ବିଶାଳଙ୍କୁ ଦୀର୍ଘସମୟ ପର୍ଯ୍ୟନ୍ତ ପଚରାଉଚରା କରିଛି ଆୟକର ବିଭାଗ । ତେବେ କେଉଁ କାରଣରୁ ବିଶାଳଙ୍କୁ ଜେରା କରାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

I-T Dept

ଶୁକ୍ରବାର ଏକ ଘରୋଇ ହୋଟେଲରେ ବିଶାଳଙ୍କୁ ଦୀର୍ଘ ୪ ଘଣ୍ଟା ପଚରାଉଚରା ପରେ ଆୟକର ବିଭାଗ ବିଶାଳଙ୍କୁ ଛାଡ଼ି ଦେଇଥିବା ନେଇ ସୂଚନା ରହିଛି । ତେବେ ଏହି ମାମଲା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବିଶାଳ କିମ୍ବା ଆୟକର ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ଆଗକୁ ନିର୍ବାଚନ ରହିଛି ଭଉଣୀ ଦୀପାଳିଙ୍କୁ ଝାରସୁଗୁ଼ଡ଼ାରୁ ପ୍ରାର୍ଥୀ କରିଛି ବିଜେଡି ତେବେ ଏପରି ସ୍ଥିତିରେ ବିଶାଳଙ୍କୁ ଆୟକର ବିଭାଗ ଜେରା କରିବା ଘଟଣା ସରଗରମ କରିଛି ରାଜନୀତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+