ପରୋଲୋକରେ ଉତ୍ତମ ମହାନ୍ତି: ରାଷ୍ଟ୍ରୀୟ ପର୍ଯ୍ୟାଦା ସହ ହେବ ଶେଷକୃତ୍ୟ
Uttam Mohanty: ଉତ୍ତମ ଯୁଗର ଅବସାନ । ପରୋଲୋକରେ ଓଲିଓଡ ଅଭିନେତା ଉତ୍ତମ ମହାନ୍ତି । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ, ଆଜି ଦିନ ୧୧ ଟାରେ ଭୁବନେଶ୍ୱରରେ ପହଞ୍ଚିବ ପାର୍ଥିବ ଶରୀର । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ ସମ୍ପନ୍ନ । ୨୦ ଦିନ ଜୀବନ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅଭିନେତା













Click it and Unblock the Notifications