ଧାନ କିଣା ପାଇଁ ଶେଷ ତାରିଖ ମାର୍ଚ୍ଚ ୩୧: କୃଷ୍ଣଚନ୍ଦ୍ର ପାତ୍ର
ଧାନ କିଣାକୁ ନେଇ ମଙ୍ଗଳବାର ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମାର୍ଚ୍ଚ ୩୧ ସୁଦ୍ଧା ଧାନ କିଣା ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ଧାର୍ଯ୍ୟ ତାରିଖ ମଧ୍ୟରେ ଧାନ କିଣିବା ନେଇ ଆଜି ଯୋଗାଣ ମନ୍ତ୍ରୀ ଦେଇଛନ୍ତି ।

ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଧାନକିଣା ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ଧାନ କିଣା ପାଇଁ ଶେଷ ତାରିଖ ଭାବେ ମାର୍ଚ୍ଚ ୩୧ ରଖାଯାଇଛି । ଏବେ ସୁଦ୍ଧା ୬୫ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି। ଟାର୍ଗେଟର ୯୦% ଧାନ ସଂଗ୍ରହ ହୋଇସାରିଲାଣି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।












Click it and Unblock the Notifications