ଆଦାୟ ହେବ ମହାପ୍ରଭୁଙ୍କ ଭୂ- ରାଜସ୍ୱ, ନଦେଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଅନେକ ଗୁରୁିତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ସେଥିମଧ୍ୟରୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ କିଭଳି ଭାବେ ଶୃଙ୍ଖଳିତ ଦର୍ଶନ କରିପାରିବେ ସେ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି।

Puri temple

ରତ୍ନଭଣ୍ଡାର ପ୍ରସଙ୍ଗ ଏବଂ ଶ୍ରୀମନ୍ଦିର ଭୂସମ୍ପତ୍ତି ପରିଚାଳନା ଅଧିନିୟମ ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ମହାପ୍ରଭୁଙ୍କର ଯାହା ବି ଭୂ-ରାଜସ୍ୱ ଆସିବା କଥା ତାହାକୁ କଡାକଡି କରାଯିବ। କୌଣସି ଜମି ମାଫିଆ କିମ୍ବା ଖଣି ମାଫିଆ ଯଦି ଏହାର ଦୁରୁପଯୋଗ କରିଥିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ଏହାସହିତ ରତ୍ନଭଣ୍ଡାର ପାଇଁ ପ୍ରସ୍ତୁତ ହୋଇଥିବା ଏସଓପି-ଆନନ୍ଦ ବଜାରରେ ଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ପରିଚାଳନା କମିଟି ବୈଠକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+