ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୬ ଜୀବନ

Accident News: ଉତ୍ତର ପ୍ରଦେଶର କୁଶିନଗର ଜିଲ୍ଲାରେ ରବିବାର ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୬ ଜୀବନ । ବିବାହ ଶୋଭାଯାତ୍ରାକୁ ଯାଉଥିବା ବେଳେ କାରଟି ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଥିଲା । ଦୁର୍ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ବିଆରଡି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା ।

Kushinagar Road Accident

ରବିବାର ରାତିରେ କୁଶିନଗର ଜିଲ୍ଲାର ନେବୁଆ ନୌରଙ୍ଗିଆ ଥାନା ଅଞ୍ଚଳର ଶୁକ୍ଲା ଭୁଜୌଲି ନିକଟରେ ଏକ ବିବାହ ଶୋଭାଯାତ୍ରାକୁ ଯାଉଥିବା ବେଳେ ଏକ କାର ନିୟନ୍ତ୍ରଣ ହରାଇ ଗଛରେ ପିଡି ହୋଇଥିଲା । ଦୁର୍ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ।

କୁଶୀନଗର ଏସ୍ପି ସନ୍ତୋଷ କୁମାର ମିଶ୍ର କହିଛନ୍ତି, ଗାଡିଟି ଦୃତ ଗତିରେ ଯାଉଥିଲା ଫଳରେ ଭାରସ୍ୟାମ ହରାଇ ଏକ ଗଛରେ ପଟି ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+