କୋରାପୁଟରେ ହାଡ ଭଙ୍ଗା ଜାଡ
ରାଜ୍ୟର ସବୁଠାରୁ ସର୍ବନିମ୍ନ ତାପମାତ୍ରା କୋରାପୁଟରେ ରେକର୍ଡ ହୋଇଛି। ଆଇଏମଡିର ତଥ୍ୟ ଅନୁଯାୟୀ ରାଜ୍ୟରେ ୧୦ ଡିଗ୍ରି ତାପମାତ୍ରା ମଧ୍ୟରେ ୬ଟି ସହର ରହିଥିବା ବେଳେ କୋରାପୁଟ ସହରରେ ସର୍ବନିମ୍ନ ୫.୫ ଡିଗ୍ରି ରହିଛି। ଦାରିଙ୍ଗବାଡିରେ ୭.୦ ଡିଗ୍ରି, ଫୁଲବାଣୀରେ ୮ ଡିଗ୍ରି, ନବରଙ୍ଗପୁରରେ ୮.୮ ଡିଗ୍ରି,

ବୌଦ୍ଧରେ ୯.୨ ଡିଗ୍ରି ଓ ରାଉରକେଲାରେ ୯.୯ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଭାବେ ସେମିଳିଗୁଡ଼ାରେ ୮ ଡିଗ୍ରି ରେକର୍ଡ ହୋଇଛି। କୋରାପୁଟରେ ଚଳିତ ବର୍ଷର ସବୁଠାରୁ ସର୍ବନିମ୍ନ ତାପମାତ୍ରା ଆଜି ରେକର୍ଡ ହୋଇଛି। କେବଳ କୋରାପୁଟ ସହର ନୁହେଁ ସାରା ଜିଲ୍ଲା ପ୍ରବଳ ଜାଡ଼ରେ ଥରୁଛି। ପ୍ର












Click it and Unblock the Notifications